ବିନା ମସଲାରେ ଆଚାର: ପାଟିକୁ ସୁଆଦ, ଦେହକୁ ହିତ

Pickle without spice

ଅନେକେ ଆଚାରରେ ଅତ୍ୟଧିକ ତେଲ ଓ ଆଚାରର ବ୍ୟବହାର ହୋଇଥିବାରୁ ତାହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆପଣ ଚାହିଁଲେ କୌଣସି ମସଲା ଦ୍ରବ୍ୟର ବ୍ୟବହାର ନକରି ଆଚାର ପ୍ରସ୍ତୁତ କରିପାରିବେ ।

ଏହି ଉପାୟରେ ଲେମ୍ବୁ ଆଚାର ପ୍ରସ୍ତୁତି ପାଇଁ, 100ଟି ଲେମ୍ବୁ ନେଇ ସେଥିରୁ 50ଟିର ରସ ବାହାର କରିଦିଅନ୍ତୁ ଏବଂ ରସକୁ ଏକ ପରିଷ୍କାର ମାଟି ହାଣ୍ଡିରେ ରଖନ୍ତୁ । ଏହାପରେ ସେଥିରେ ବାକି ରହିଯାଇଥିବା 50ଟି ଲେମ୍ବୁକୁ ଖଣ୍ଡଖଣ୍ଡ କରି କାଟି ଭର୍ତ୍ତି କରିଦିଅନ୍ତୁ । ଏଥିସହ ସ୍ୱାଦ ଅନୁସାରେ 5ରୁ 40ଟି କଞ୍ଚାଲଙ୍କାକୁ ଫାଳ ଫାଳ କରି କାଟି ସେଥିରେ ମିଶାନ୍ତୁ । ସେଥିରେ ଉଚିତ ପରିମାଣ ଲୁଣ ଗୋଳାଇ 15 ଦିନ ଯାଏଁ ଖରାରେ ଶୁଖାଇ ଖାଆନ୍ତୁ । 100ଟି ଲେମ୍ବୁ ପ୍ରତି 580 ଗ୍ରାମ ଲୁଣ ଗୁଣ୍ଡ ମିଶାଇ ସଢ଼ିଯିବା ପରେ ସୋରିଷ ତେଲରେ ବୁଡ଼ାଇ ସଂରକ୍ଷିତ କରାଯାଇପାରେ । ଟଭା, କାନ୍ଧିଆ ଆଦିର ଆଚାର ମଧ୍ୟ ଏହି ପ୍ରଣାଳୀରେ ପ୍ରସ୍ତୁତ କରାଯାଇପାରେ ।

Previous ENG – PROSE – A LETTER TO GOD
Next ଇରାନୀ କପ୍:ଆହତ ଜାଡେଜାଙ୍କ ସ୍ଥାନ ନେବେ ଅଶ୍ୱିନ

No Comment

Leave a reply

Your email address will not be published. Required fields are marked *