Media archive

Videos


ପ୍ରେରଣା

Read More

ସ୍ପନ୍ଦନ

Read More

Gobardhana Panda – Driver Cum Researcher of Aboriginals of Koraput.

Read More

ସଂପ୍ରତି କ୍ରିକେଟ ଖେଳର ଲୋକପ୍ରିୟତା ବେଶୀ । ପିଲାଠୁ ବୁଢା ପର୍ଯ୍ୟନ୍ତ ସଭିଏଁ କ୍ରିକେଟ ମାୟାରେ ବାୟା । ୧୯୭୧ ପୂର୍ବରୁ ତ କ୍ରିକେଟ କହିଲେ ଟେଷ୍ଟ ମ୍ୟାଚକୁ ବୁଝାଉଥିଲା । ସେହି ବର୍ଷ ଜାନୁୟାରୀ ୫ ତାରିଖରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ପ୍ରଥମ ତିନି ଦିନ ଯଦି ବର୍ଷା ଯୋଗୁଁ ଧୋଇ ଯାଇନଥାନ୍ତା ତେବେ ଆଜି ହୁଏତ ଏକଦିବସୀୟ ମ୍ୟାଚର ପରିକଳ୍ପନା ମନକୁ ଆସିନଥାନ୍ତା । ୨୦୦୩ ରୁ ଆରମ୍ଭ …

୧୧୯୭ ରୁ ଅପର୍ଣ୍ଣା ବୃକ୍ଷ ମା’ ସମିତି ଗଠନ କରି କ୍ରମାଗତ ଭାବେ ଗଛ ଲଗାଇ ଆସୁଛନ୍ତି ବାଲେଶ୍ୱର ଜିଲ୍ଲା କୋଠପଦା ଗାଁର ଉର୍ମିଳା ବେହେରା। ଦୁଇଟି ଝିଅର ଜନନୀ ଉର୍ମିଳାଙ୍କ ପୁଅ ନାହିଁ । ହେଲେ ବୃକ୍ଷକୁ ନିଜର ପୁଅ ଭାବି ୫୦ ହଜାରରୁ ଅଧିକ ଗଛ ଲଗାଇ ନିଜ ଅଞ୍ଚଳରେ ବୃକ୍ଷ ମା’ର ଆକ୍ଷା ପାଇଛନ୍ତି ସେ। ଅନ୍ୟମାନଙ୍କୁ ଅନୁପ୍ରାଣୀତ କରି ପରିବେଶ ସୁରକ୍ଷା ପାଇଁ ବୃକ୍ଷ ଲଗାଇବାର ମହତ କାମ ପାଇଁ ସେ …

କଳାହାଣ୍ଡି ଜିଲ୍ଲା ଗମ୍ଭାରିଗୁଡ଼ା ଗାଁର ଏକ ଦମ୍ପତି ଅନାଥ ଓ ଅସହାୟ ପିଲାଙ୍କୁ ଆପଣାଇ ସେମାନଙ୍କ ସୁନ୍ଦର ଭବିଷ୍ୟତ ଗଢ଼ିବାର ମହାନ କାମ କରୁଛନ୍ତି। ଶ୍ୟାମସୁନ୍ଦର ଓ କସ୍ତୁରୀ ଜାଲ୍ ଦୁହେଁ ମିଶି ୪୦ ରୁ ଅଧିକ ଅନାଥ ପିଲାଙ୍କୁ ଗୋଟିଏ ଛାତ ତଳେ ଗଢ଼ିବାରେ ଲାଗଛନ୍ତି। ପ୍ରଥମେ ମା’ଙ୍କ ପ୍ରେରଣାରେ ବିବାହ ପୂର୍ବରୁ ଶ୍ୟାମସୁନ୍ଦର ଜଣେ ଅନାଥ ଶିିଶୁକୁ ପାଇ ଝିଅ କରି ରଖିଥିଲେ। ଏହାପରେ ସେ ଧିରେଧିରେ ଅନ୍ୟ ଅନାଥ ପିଲାଙ୍କୁ କୋଳେଇ ନେଲେ। …

ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଘୁନେଷ୍ ଗାଁର ପ୍ରମିଳା ନିଆଳ। ଗାଁର ମହିଳାଙ୍କ ବିକାଶ ଓ ସଶକ୍ତିକରଣ କରିବା କ୍ଷେତ୍ରରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ମହିଳାଙ୍କ ଆଶା ଓ ସ୍ୱପ୍ନକୁ ସାକର କରିବା ପାଇଁ ଆଗେଇ ଆସିଥିଲେ ପ୍ରମିଳା। ଜମି, ଜଙ୍ଗଲ ଓ ଜଳର ସୁରକ୍ଷା ସହିତ ଗାଁର ମହିଳାଙ୍କୁ ରୋଜଗାରକ୍ଷମ କରିବା ପାଇଁ ତାଙ୍କର ଉଦ୍ୟମ ଯୋଗୁଁ ସେ ବନିଛନ୍ତି ଜଣେ ଭିନ୍ନ ମଣିଷ।

Basic things to learn English – ଇଂରାଜୀ କହିବା ଓ ଶିଖିବାର କାର୍ଯ୍ୟକ୍ରମ

ମାଛ ଚାଷ ପାଇଁ ଉପଯୁକ୍ତ ଖାଦ୍ୟ ପରିଚାଳନା ନିହାତି ଜରୁରୀ। ଠିକ୍ ସମୟରେ ଓ ଉଚିତ ପରିମାଣର ଖାଦ୍ୟ ଦିଆଗଲେ ମାଛର ସ୍ୱାସ୍ଥ୍ୟ ଭଲ ରହେ। ଧାରା ମୁତାବକ ଖାଦ୍ୟ ଖାଇ ମାଛ ହୃଷ୍ଟପୁଷ୍ଟ ହୋଇ ବଢେ ଓ ଚାଷୀଙ୍କୁ ଅଧିକ ଲାଭ ମିଳିଥାଏ।