Posts in tag

Matric Exam


ଗଣିତ – ସରଳ ସହସମୀକରଣ

Read More

ଗଣିତରେ ବୃତ୍ତ ଅଧ୍ୟାୟର ସବଜେକ୍ଟିଭ ପ୍ରଶ୍ନ ପରୀକ୍ଷାରେ ଆସିଲେ କେମିତି ସହଜରେ ତାହାର ଉତ୍ତର ଦେଇ ପାରିବେ ସେବିଷୟରେ ଏଥିରେ ବୁଝାଯାଇଛି

ଗଣିତ-ଜ୍ୟାମିତି ରେ ସଦୃଶ୍ୟତା ବିଷୟ ସମ୍ବନ୍ଧୀୟ କଣ କଣ ସବଜେକ୍ଟିଭ ପ୍ରଶ୍ନ ପରୀକ୍ଷାରେ ଆସି ପାରେ ସେ ବିଷୟରେ ଏଥିରେ ବୁଝା ଯାଇଛି

ବିଜ୍ଞାନ – ଆଲୋକର ପ୍ରତିସରଣ ଏ ସମ୍ବନ୍ଧୀୟ ବିଭିନ ପ୍ରଶ୍ନ ପରୀକ୍ଷାରେ ଆସେ ତେବେ ସହଜ ଓ ସରଳ ରେ ଏହାର ଉତ୍ତର କେମିତି ଦେଇ ପାରିବେ ସେ ବିଷୟରେ ଏଥିରେ ବୁଝାଯାଇଛି

ଗଣିତ-ଜ୍ୟାମିତି ରେ ସଦୃଶ୍ୟ ଅଧ୍ୟୟରୁ ଆସୁଥିବା ପ୍ରଶ୍ନ ର ଉତ୍ତର କିପରି ଦେବେ ସେ ବିଷୟରେ ଏଥିରେ କୁହାଯାଇଛି

ଗଣିତରେ ସରଳ ସହସମୀକରଣର ପରୀକ୍ଷାରେ ଆସୁଥିବା ଅବଜେକ୍ଟିଭ ପ୍ରଶ୍ନକୁ କିପରି ଭଲଭାବେ ସମାଧାନ କରିପାରିବେ ସେ ବିଷୟରେ ବୁଝାଯାଇଛି

ଶ୍ୱସନ ଏକ ଅପଚୟ ପ୍ରକ୍ରିୟା ଏହି ପ୍ରକ୍ରିୟାରେ କ’ଣ କ’ଣ ଘଟଣା ଘଟିଥାଏ ? କେଉଁ କେଉଁ ଯୌଗିକ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ? କିଭଳି ଭାବେ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ କୋଷର କେଉଁ ଅଙ୍ଗଗୁଡ଼ିକ ଏଥିରେ ସମ୍ପୃକ୍ତ ସେଗୁଡିକ ବିଷୟରେ ପରୀକ୍ଷାରେ ଆସୁଥିବା ବିଭିନ୍ନ ପ୍ରଶ୍ନୋତ୍ତର ସମ୍ପର୍କରେ ଆଲୋଚନା କରାଯାଇଛି ।

ବିଜ୍ଞାନରେ ଅମ୍ଳ, କ୍ଷାରକ,ଲବଣର ଔଦଗୀକ ଜଗତରେ ଏହାର ଭୂମିକା ବହୁତ,ତେବେ ଏହିସମ୍ବନ୍ଧୀୟ ପରୀକ୍ଷାରେ ପଡୁଥିବା କେଉଁ କେଉଁ ପ୍ରଶ୍ନ ପାଇଁ ପ୍ରସ୍ତୁତ ହେବେ ଏଥିରେ ବୁଝାଯାଇଛି

ଏହି ଅଧ୍ୟାୟରେ ଖାଦ୍ୟ, ଖାଦ୍ୟ ଉପାଦାନ, ପୋଷଣ ସମ୍ବନ୍ଧୀୟ ପରୀକ୍ଷାରେ ଆସିବାକୁ ଥିବା ବିଭିନ୍ନ ପ୍ରଶ୍ନୋତ୍ତର ଆଲୋଚନା କରାଯାଇଛି