Posts in tag

Education


ଗଣିତ-ଜ୍ୟାମିତି ରେ ସଦୃଶ୍ୟ ଅଧ୍ୟୟରୁ ଆସୁଥିବା ପ୍ରଶ୍ନ ର ଉତ୍ତର କିପରି ଦେବେ ସେ ବିଷୟରେ ଏଥିରେ କୁହାଯାଇଛି

ଶ୍ୱସନ ଏକ ଅପଚୟ ପ୍ରକ୍ରିୟା ଏହି ପ୍ରକ୍ରିୟାରେ କ’ଣ କ’ଣ ଘଟଣା ଘଟିଥାଏ ? କେଉଁ କେଉଁ ଯୌଗିକ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ? କିଭଳି ଭାବେ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ କୋଷର କେଉଁ ଅଙ୍ଗଗୁଡ଼ିକ ଏଥିରେ ସମ୍ପୃକ୍ତ ସେଗୁଡିକ ବିଷୟରେ ପରୀକ୍ଷାରେ ଆସୁଥିବା ବିଭିନ୍ନ ପ୍ରଶ୍ନୋତ୍ତର ସମ୍ପର୍କରେ ଆଲୋଚନା କରାଯାଇଛି ।

ଏହି ଅଧ୍ୟାୟରେ ଖାଦ୍ୟ, ଖାଦ୍ୟ ଉପାଦାନ, ପୋଷଣ ସମ୍ବନ୍ଧୀୟ ପରୀକ୍ଷାରେ ଆସିବାକୁ ଥିବା ବିଭିନ୍ନ ପ୍ରଶ୍ନୋତ୍ତର ଆଲୋଚନା କରାଯାଇଛି

Use of Pronoun – Part – 8 – ଇଂରାଜୀ  କହିବା ଓ ଶିଖିବାର କାର୍ଯ୍ୟକ୍ରମ