Posts in tag

Dr Dillip Sarangi


ବିଜ୍ଞାନ – ଆଲୋକର ପ୍ରତିସରଣ ଏ ସମ୍ବନ୍ଧୀୟ ବିଭିନ ପ୍ରଶ୍ନ ପରୀକ୍ଷାରେ ଆସେ ତେବେ ସହଜ ଓ ସରଳ ରେ ଏହାର ଉତ୍ତର କେମିତି ଦେଇ ପାରିବେ ସେ ବିଷୟରେ ଏଥିରେ ବୁଝାଯାଇଛି

ଗଣିତ-ଜ୍ୟାମିତି ରେ ସଦୃଶ୍ୟ ଅଧ୍ୟୟରୁ ଆସୁଥିବା ପ୍ରଶ୍ନ ର ଉତ୍ତର କିପରି ଦେବେ ସେ ବିଷୟରେ ଏଥିରେ କୁହାଯାଇଛି

ଶ୍ୱସନ ଏକ ଅପଚୟ ପ୍ରକ୍ରିୟା ଏହି ପ୍ରକ୍ରିୟାରେ କ’ଣ କ’ଣ ଘଟଣା ଘଟିଥାଏ ? କେଉଁ କେଉଁ ଯୌଗିକ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ? କିଭଳି ଭାବେ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ କୋଷର କେଉଁ ଅଙ୍ଗଗୁଡ଼ିକ ଏଥିରେ ସମ୍ପୃକ୍ତ ସେଗୁଡିକ ବିଷୟରେ ପରୀକ୍ଷାରେ ଆସୁଥିବା ବିଭିନ୍ନ ପ୍ରଶ୍ନୋତ୍ତର ସମ୍ପର୍କରେ ଆଲୋଚନା କରାଯାଇଛି ।

ବିଜ୍ଞାନରେ ଅମ୍ଳ, କ୍ଷାରକ,ଲବଣର ଔଦଗୀକ ଜଗତରେ ଏହାର ଭୂମିକା ବହୁତ,ତେବେ ଏହିସମ୍ବନ୍ଧୀୟ ପରୀକ୍ଷାରେ ପଡୁଥିବା କେଉଁ କେଉଁ ପ୍ରଶ୍ନ ପାଇଁ ପ୍ରସ୍ତୁତ ହେବେ ଏଥିରେ ବୁଝାଯାଇଛି

ଏହି ଅଧ୍ୟାୟରେ ଖାଦ୍ୟ, ଖାଦ୍ୟ ଉପାଦାନ, ପୋଷଣ ସମ୍ବନ୍ଧୀୟ ପରୀକ୍ଷାରେ ଆସିବାକୁ ଥିବା ବିଭିନ୍ନ ପ୍ରଶ୍ନୋତ୍ତର ଆଲୋଚନା କରାଯାଇଛି