Posts in tag

୪ବର୍ଷିଆ ହେଲା ବି.ଇଡି ପାଠ୍ୟକ୍ରମ


୪ବର୍ଷିଆ ହେଲା ବି.ଇଡି ପାଠ୍ୟକ୍ରମ

Read More

ଶିକ୍ଷକ ହେବ ପାଇଁ ଏବେ ୪ ବର୍ଷ ପଢିବାକୁ ପଡ଼ିବ ଛାତ୍ରଛାତ୍ରୀଙ୍କୁ।  କେନ୍ଦ୍ର ସରକାର ବ୍ୟାଚଲର ଅଫ ଏଜୁକେସନ(ବି.ଇଡି) କୋର୍ସକୁ ୪ ବର୍ଷ କରିଦେଇଛନ୍ତି ।  ଏହାକୁ ନେଇ ସମସ୍ତ ପ୍ରକ୍ରିୟା ସାରିବା ସହ ପାଠ୍ୟକ୍ରମର ପ୍ରଚଳନ ହୋଇଛି।  ଶିକ୍ଷକତା ପାଇଁ ଇଛୁକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରେ ଏହି ୪ ବର୍ଷୀୟା ଇନଟିଗ୍ରେଟେଡ଼ ବି.ଇଡି କରିପାରିବେ । ନୂଆ ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ଶିକ୍ଷା ବର୍ଷରେ ନାମଲେଖା ଆରମ୍ଭ ହୋଇଯାଇଛି ।  ମାନବ ସଂସାଧନ ବିକାଶ …