Posts in tag

ହ୍ୱାଟସଆପ ଇନଫୋଡେସ୍କର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ


ହ୍ୱାଟସଆପ ଇନଫୋଡେସ୍କର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Read More

ଲୋକଙ୍କ ସୁବିଧା ପାଇଁ ବୁଧବାର ଆରମ୍ଭ ହୋଉଛି ହ୍ୱାଟସଆପ ଇନଫୋଡେସ୍କ ୯୩୩୭୯୨୯୦୦୦। ଏହିର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। କରୋନା ପଦକ୍ଷେପ ସମ୍ପର୍କିତ ସୂଚନା ପାଇଁ http://t.co/cHuShnv3lhରେ hii ଟାଇପ କରି ପଠାଇବା କିମ୍ବା କ୍ଲିକ କରିବା ପାଇଁ ସମସ୍ତଙ୍କୁ କୁହାଯାଇଛି। କରୋନା ସଂପର୍କରେ ସରକାରଙ୍କ ପଦକ୍ଷେପ ବିଷୟରେ ଜନସାଧାରଣ ତୁରନ୍ତ ସୂଚନା ପାଇବା ପାଇଁ ଏହି ସେବାର ଶୁଭାରମ୍ଭ କରାଯାଇଛି।