Posts in tag
କ୍ଷୀର ଉତ୍ପାଦନ ଫାର୍ମ କରିଥିବା ବ୍ୟବସାୟୀ ହୁଅନ୍ତୁ କି ଚାଷୀ ସମସ୍ତଙ୍କ ପାଇଁ ଗାଈ ଅଧିକ କ୍ଷୀର ଦେବା ଲଭଦାୟକ୍ ହୋଇଥାଏ। ଗାଈ ଅଧିକ କ୍ଷୀର ଦେବା ପାଇଁ ତାକୁ ପ୍ରଚୁର କଞ୍ଚା ଘାସ ଦେବା ଉଚିତ୍। ହେଲେ ପ୍ରତିଦିନ କେତେ କିଣି କରି ଗାଈକୁ ଘାସ ଖୁଇବେ ସେନେଇ ଚିନ୍ତାରେ ଥାନ୍ତି ଚାଷୀ, ତାସହ୍ ଅନେକ ସମୟରେ ଜମି ଅଭାବରୁ ଘାସ ଚାଷ କରିବା ଚାଷୀଙ୍କ ପାଇଁ ସମ୍ଭବ ହୋଇନଥାଏ। ହେଲେ ଏବେ ହାଇଡ୍ରୋପୋନିକ୍ ପଦ୍ଧତିରେ …