Posts in tag

ସ୍ୱାସ୍ଥ୍ୟ


ଡାଇବେଟିସର 8ଟି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ

Read More

ସାବଧାନ, କୁକୁଡ଼ାଙ୍କୁ ଦିଆଯାଉଛି ବିପଜ୍ଜନକ ଆଣ୍ଟିବାୟୋଟିକ୍ !

Read More

ଧୋବ ଫରଫର ଦାନ୍ତ ପାଇଁ 5ଟି ସରଳ ଫର୍ମୁଲା

Read More

ଶରୀରର ଇନସୁଲିନ କ୍ଷରଣ କ୍ଷମତା ହ୍ରାସ ପାଇଲେ କିମ୍ବା ପ୍ରଭାବିତ ହେଲେ ରକ୍ତରେ ଶର୍କରା ବା ବ୍ଲଡ୍ ସୁଗର୍ ମାତ୍ରା ବୃଦ୍ଧି ପାଏ, ଯାହାକୁ ଡାଇବେଟିସ୍ ବା ମଧୁମେହ କୁହାଯାଏ । ପ୍ରଥମ ପର୍ଯ୍ୟାୟରେ ଡାଇବେଟିସର ସେଭଳି କୌଣସି ମାରାତ୍ମକ ଲକ୍ଷଣ ପ୍ରକାଶ ପାଏ ନାହିଁ, କିଛି ସାମାନ୍ୟ ଲକ୍ଷଣ ଦେଖାଯାଏ । କିନ୍ତୁ ଏହାକୁ ହେଳା କଲେ କିମ୍ବା ଗୁରୁତ୍ୱର ସହ ନନେଇ ଚିକିତ୍ସାରେ ବିଳମ୍ବ କଲେ ରୋଗ ଅଧିକ ବଢ଼ିଯାଇ ମାରାତ୍ମକ ରୂପ ନିଏ । ତେଣୁ …

ଭାରତରେ କୁକୁଡ଼ାକୁ ଦିଆଯାଉଛି ଏକ ବିଷାକ୍ତ ଆଣ୍ଟିବାୟୋଟିକ୍, ଯାହାକୁ ଅତି ସଂକଟାପନ୍ନ ଅବସ୍ଥାରେ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଏ । ଫାର୍ମରେ କୁକୁଡ଼ାଙ୍କୁ ରୋଗମୁକ୍ତ ରଖିବା ପାଇଁ ଓ ସେମାନଙ୍କ ଓଜନ ବଢ଼ାଇବା ପାଇଁ ଏହି ଆଣ୍ଟିବାୟୋଟିକ୍ ଭାରତରେ ବହୁଳ ଭାବେ ବ୍ୟବହାର କରାଯାଉଥିବା ଏକ ଗବେଷଣାରୁ ଜଣାପଡ଼ିଛି । ଦି ବ୍ୟୁରୋ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଜିମ୍ ନାମକ ଏକ ସଂସ୍ଥା ପକ୍ଷରୁ ହାଇଦ୍ରାବାଦ ନିକଟସ୍ଥ ରଙ୍ଗାରେଡ୍ଡି ଜିଲ୍ଲାରେ ଏହି ଗବେଷଣା କରାଯାଇଥିଲା । ଏହି ଗବେଷଣାରୁ ସ୍ପଷ୍ଟ …

କଥାରେ ଅଛି ଜଣେ ଦେଖିବାକୁ ଯେମିତିବି ହୋଇଥାନ୍ତୁ ନା କାହିଁକି, ହସହସ ମୁହଁ ସବୁବେଳେ ସୁନ୍ଦର ଦିଶେ। ଆପଣଙ୍କୁ କେହି ଭେଟିଲେ ପ୍ରଥମେ ତାଙ୍କ ନଜର ଆପଣଙ୍କ ହସ ଉପରେ ପଡ଼େ । କିନ୍ତୁ ଆପଣଙ୍କ ଦାନ୍ତ ଯଦି ପରିଷ୍କାର ନଥାଏ କିମ୍ବା ଧଳା ଦେଖାଯାଉନଥାଏ, ତେବେ ଅନ୍ୟମାନଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ଭାବନା ଆସିପାରେ । କାରଣ ବ୍ୟକ୍ତିର ଦାନ୍ତ ଧଳା ଥିଲେ, ତାଙ୍କୁ ସମସ୍ତେ ସାମଗ୍ରିକ ଭାବେ ସୁସ୍ଥ ବୋଲି ଭାବନ୍ତି ବୋଲି ଗବେଷକଙ୍କ ମତ । …

ଆପଣ ବଜାରରୁ କିଣୁଥିବା ପରିବା କୀଟନାଶକମୁକ୍ତ ବୋଲି ଆପଣ ଭାବୁଛନ୍ତି କି? ବିଲକୁଲ୍ ନୁହେଁ । ଆଜିକାଲି ପ୍ରାୟ ସମସ୍ତ ଚାଷୀ ପରିବା ଫସଲକୁ ରୋଗ ଓ ପୋକରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର କୀଟନାଶକ ଅତିମାତ୍ରାରେ ବ୍ୟବହାର କରୁଛନ୍ତି, ଯାହାକି ଶେଷରେ ଆପଣଙ୍କ ପେଟକୁ ଯାଉଛି । ଆପଣ ଭାବୁଥିବେ, ପରିବା ବଜାରରୁ ଆଣିବା ପରେ ତାହାକୁ ପାଣିରେ ଭଲଭାବେ ଧୋଇ ରୋଷେଇ କରାଯାଉଛି । ତେଣୁ ବିଷାକ୍ତ କୀଟନାଶକ ପେଟକୁ ଯିବାର ପ୍ରଶ୍ନ ଉଠୁନି । କିନ୍ତୁ ଜାଣିଛନ୍ତି …