Posts in tag

ସୁସ୍ଥ ଓ ନିରୋଗ ଜୀବନ


ନିୟମିତ ଯୋଗାସନ ଦିଏ ସୁସ୍ଥ ଜୀବନ

Read More

ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ଓ ପାନୀୟଜଳର ଯେତିକି ଆବଶ୍ୟକତା ରହିଛି ସେତିକି ଜରୁରୀ ନିୟମିତ ଯୋଗ ଏବଂ ପ୍ରାଣାୟମର । ପ୍ରତିଦିନ ପ୍ରାତଃକାଳରେ କିଛି ସମୟ ଯୋଗ ଓ ପ୍ରାଣାୟମ କଲେ ଶରୀରରେ ଫୁର୍ତ୍ତି ଆସିବା ସହ ସୁସ୍ଥ ଓ ନିରୋଗ ଜୀବନ ଆମେ ବିତାଇ ପାରିବା । ଏମିତି କିଛି ଯୋଗାସନ ବିଷୟରେ ଆମେ ଆପଣମାନଙ୍କୁ କହିରଖୁଛୁ ଯାହାକୁ ନିୟମିତ ଅଭ୍ୟାସରେ ପରିଣତ କଲେ ଶରୀର ସୁସ୍ଥ ରହିବ । ଅର୍ଦ୍ଧଚନ୍ଦ୍ର ଆସନ …