Posts in tag

ସୁନ୍ଦରଗଡ଼ ଜଙ୍ଗଲରୁ ୧୫କେଜି ଲ୍ୟାଣ୍ଡମାଇନ୍ ଉଦ୍ଧାର


ସୁନ୍ଦରଗଡ଼ ଜଙ୍ଗଲରୁ ୧୫କେଜି ଲ୍ୟାଣ୍ଡମାଇନ୍ ଉଦ୍ଧାର

Read More

ସୁନ୍ଦରଗଡ଼ ଜିଲ୍ଲା ବଣାଇର ଲଙ୍ଗଳକଣ୍ଟା ଜଙ୍ଗଲରୁ ଆଜି ବହୁଳ ପରିମାଣର ଲ୍ୟାଣ୍ଡମାଇନ୍ ଉଦ୍ଧାର କରାଯାଇଛି । ସିଆର୍‌ପିଏଫ୍ ଯବାନମାନଙ୍କ ଦ୍ୱାରା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଏହାକୁ ଉଦ୍ଧାର କରାଯାଇଥିଲା। ମିଳିଥିବା ଲ୍ୟାଣ୍ଡମାଇନ୍‌ର ଓଜନ ପାଖାପାଖି ୧୫ କିଲୋଗ୍ରାମ ବୋଲି ସୂଚନା ମିଳିଛି । ଯବାନଙ୍କ ଦ୍ୱାର ଲ୍ୟାଣ୍ଡମାଇନ୍‌ ଉଦ୍ଧାର ପରେ ତାହାକୁ ନିଷ୍କ୍ରିୟ କରାଯାଇଥିଲା । ଲାଲ୍ ବାହିନୀ ପକ୍ଷରୁ ଗତ ସପ୍ତାହରେ ମାଓ ସପ୍ତାହ ପାଳନ ହୋଇଥିଲା। ଏହାସହ ସେମାନ ମାଲକାନାଗିରିରେ ଵସ ପୋଡିଥିଲେ, …