Posts in tag

‘ସହାୟ’ ଯୋଜନା


ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି । ଗରିବଗୁରୁବାଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା ଓ ସହାୟତା ରାଶି ପ୍ରଦାନ କରିବା ରାଜ୍ୟ ସରକାରଙ୍କର ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆଜି ସଚିବାଳୟଠାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩ଟି ଯୋଜନାର ଶୁଭାରମ୍ଭ କରିଛନ୍ତି । ନିଃଶୁଳ୍କ ରୋଗ ନିରୂପଣ ସେବା ପାଇଁ ‘ନିଦାନ’ ଯୋଜନା ନିଃଶୁଳ୍କ ଡାୟାଲିସିସ୍ ସେବା ପାଇଁ …