Posts in tag

ସମ୍‌ଝୌତା ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ କଲା ପାକିସ୍ତାନ


ସମ୍‌ଝୌତା ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ କଲା ପାକିସ୍ତାନ

Read More

ଗୋଟିଏ ପଟେ ଶାନ୍ତି ଚାହେଁ ଭଲେଇ ହେଇ କହୁଛି ପାକିସ୍ତାନ ଅନ୍ୟପଟେ ତାର କାର୍ଯ୍ୟକଳାପ ଜଣେଇଦେଉଛି ଭାରତ ପ୍ରତି ରହିଥିବା ତାର ଶତ୍ରୁତା ଭାବ । ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ କର୍ତ୍ତୃପକ୍ଷ ସମ୍‌ଝୌତା ଏକ୍ସପ୍ରେସ ଟ୍ରେନ୍‌ର ସେବାକୁ ବନ୍ଦ କରି ଦେଇଛନ୍ତି। ଏହି ଟ୍ରେନ୍‌ ସପ୍ତାହରେ ଦୁଇ ଦିନ ଚାଲିଥାଏ । ପାକିସ୍ତାନର ଲାହୋରଠାରୁ ପ୍ରତି ସୋମବାର ଓ ଗୁରୁବାର ଦିନ ଯାତ୍ରା କରିଥାଏ। ଭାରତ-ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ଏହା ଏକମାତ୍ର ଟ୍ରେନ୍‌ ଆଜି …