Posts in tag
ସାରା ଦେଶରେ କରୋନା ରୋଗ ପାଇଁ ତାଲା ବନ୍ଦ ରହିଥିବା ବେଳେ ପ୍ରାୟ ସମସ୍ତ ପରିବାର ସଦସ୍ୟ ଗୋଟିଏ ଛାତ ତଳେ ସମୟ ବିତାଉଛନ୍ତି। ଏହି ସମୟରେ ବାହାରକୁ ଯାଇ ଫ୍ରେସ୍ ପନିପରିବା ଆଣିବା ସମ୍ଭ ହେଉନାହିଁ ଆଉ କେଉଁଠି ପାରିବା ମିଳିବା କଷ୍ଟ କର ହେଉଛି, ତେଣୁ ଘରଣୀ ମାନେ ଚିନ୍ତାରେ ରହିଥିବେ ନିଶ୍ଚୟ ଯେ ବିନା ପାରିବା ରେ କଣ ରୋଷି କରିବେ ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ଆମେ ଆପଣଙ୍କୁ କେତେ …