Posts in tag

ରୋବର୍ଟ


ରୋବର୍ଟ ଯେଉଁଠି ଚଳାନ୍ତି ରେସ୍ତୋରାଁ

Read More

ରେସ୍ତୋରାଁରେ ରୋବର୍ଟ ପରଷୁଛି ଖାଦ୍ୟ । ଟେବୁଲରେ ବସି ଅର୍ଡର କରିବାର କିଛି ସମୟ ମଧ୍ୟରେ ଖାଦ୍ୟ ଆଣି ଆପଣଙ୍କ ପାଖରେ ପହଞ୍ଚିବ ରୋବର୍ଟ । କଥାଟା ଟିକିଏ ଖଟକା ଲାଗୁଥିଲେବି ଏହା ସତ । ଭାରତର ସର୍ବ ପ୍ରଥମ ‘ରୋବର୍ଟ ରେସ୍ତୋରାଁ’ ଏବେ ଚେନ୍ନାଇରେ ଖୋଲିଛି । ଯେଉଁଠି ୱେଟରଙ୍କ ବଦଳରେ ରୋବର୍ଟ ଗ୍ରାହକଙ୍କୁ ଖାଦ୍ୟ ପରଷୁଛନ୍ତି । ‘ଥାଇ’ ଏବଂ ‘ଚାଇନିଜ’ ଖାଇବା ମିଳୁଥିବା ଏହି ରେସ୍ତୋରାଁ ଚେନ୍ନାଇର ମହାବଲିପୁରମ ରୋଡରେ ରହିଛି । …