Posts in tag

ରୋଗ


ନିୟମିତ ପାଚିଲା କଦଳୀ ଖାଆନ୍ତୁ, ମିଳିବ ଏହି 10 ଉପକାର

Read More

ଆଲର୍ଜି ହୁଏନାହିଁ: ପାଚିଲା କଦଳୀରେ କେବଳ ଦେହକୁ ହିତକର ଆମିନୋ ଏସିଡ୍ ଗୁଡ଼ିକ ଥାଏ । ତେଣୁ ଅଧିକ କଦଳୀ ଖାଇଲେ ମଧ୍ୟ ପ୍ରାୟତଃ ଆଲର୍ଜିର କୌଣସି ପ୍ରକାର ଲକ୍ଷଣ ଦେଖାଯାଇନଥାଏ । ଆନିମିଆ ବା ରକ୍ତହୀନତାରୁ ମୁକ୍ତି: କଦଳୀରେ ଭରପୁର ଲୌହ ତତ୍ତ୍ୱ ରହିଥାଏ, ଯାହାକି ଶରୀରରେ ହିମୋଗ୍ଲୋବିନ ବଢ଼ାଇବାରେ ଖୁବ ସାହାଯ୍ୟ କରେ । ତେଣୁ ଆନିମିଆ ଆକ୍ରାନ୍ତଙ୍କ ପାଇଁ ଏହା ଖୁବ୍ ଉପକାରୀ । ଏଥିସହ କଦଳୀରେ ଥିବା ଭିଟାମିନ ବି-6 ମଧ୍ୟ ରକ୍ତ ପାଇଁ ଖୁବ୍ ଲାଭପ୍ରଦ । ହାଡ଼ ଶକ୍ତ …

ଗୋପାଳନ କରୁଥିବା ଚାଷୀମାନେ ଗୋରୁଙ୍କର ବିଭିନ୍ନ ରୋଗ ବିଷୟରେ ସଚେତନ ହେବା ନିହାତି ଆବଶ୍ୟକ। ସଚେତନ ଚାଷୀ ଉଚିତ ସମୟରେ ରୋଗର ଚିକିତ୍ସା କରି ଗୃହପାଳିତ ପଶୁଙ୍କ ଜୀବନ ରକ୍ଷା କରିପାରିବେ। ସାଧାରଣତଃ ସୁସ୍ଥ ସବଳ ବାଛୁରୀମାନଙ୍କଠାରେ ବଜବଜିଆ ରୋଗ ଦେଖାଯାଇଥାଏ। ଏହି ରୋଗ କ୍ଲଷ୍ଟରୀଡିୟମ ଚଉଭାଇ ଓ କ୍ଲଷ୍ଟରୀଡିୟମ ସେପ୍ଟିକମ୍ ନାମକ ଜୀବାଣୁ ଯୋଗୁଁ ହୋଇଥାଏ। ବାଛୁରୀଙ୍କୁ ଏହି ରୋଗ ହେବାର କାରଣଗୁଡ଼ିକ ହେଉଛି :- ୧- ବର୍ଷା ଆରମ୍ଭରେ ଜଳବାୟୁର ଆର୍ଦ୍ରତା ଏବଂ ଉତ୍ତାପ …