Posts in tag

ରିଲିଜ୍‌ ହେଲା ‘କଲଙ୍କ’ର ଟିଜର:୨୧ ବର୍ଷ ପରେ ଏକାଠି ହେଲେ ସଞ୍ଜୟ-ମାଧୁରୀ


ରିଲିଜ୍‌ ହେଲା ‘କଲଙ୍କ’ର ଟିଜର:୨୧ ବର୍ଷ ପରେ ଏକାଠି ହେଲେ ସଞ୍ଜୟ-ମାଧୁରୀ 

Read More

ଅନେକ ଦିନ ଧରି ଚର୍ଚ୍ଚାରେ ଥିବା ଫିଲ୍ମ ‘କଲଙ୍କ’ର ଟିଜର ମଙ୍ଗଳବାର ରିଲିଜ୍‌ ହୋଇଥିବା ବେଳେ ଏହା ଦର୍ଶକଙ୍କ ବେଶ ପସନ୍ଦ ହୋଇଛି । ‘କଲଙ୍କ’ ଟିଜର ରିଲିଜ୍‌ ହେବା ପରେ ସୋଶାଲ୍‌ ମିଡିଆରେ ଏହା ଖୁବ୍‌ ଭାଇରାଲ୍‌ ହୋଇଛି ।କେତେକ ଦର୍ଶକ ଏହି ଫିଲ୍ମକୁ ବ୍ଲକ୍‌ ବଷ୍ଟରର ମାନ୍ୟତା ବି ଦେଇସାରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ବର୍ମନ ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି କରନ୍‌ ଜୋହର ଓ ସାଜିଦ୍‌ ନଡିୟାୱାଲା। ‘କଲଙ୍କ’ରେ ବରୁନ୍‌ …