Posts in tag
ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଲେ ମୀରାବାଈ ଚାନୁ

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଲେ ମୀରାବାଈ ଚାନୁ
ଚଳିତ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟିଦେଇଛନ୍ତି ମହିଳା ଭାରଉତ୍ତୋଳକ ମୀରାବାଈ ଚାନୁ । ୪୮ କେଜି ବର୍ଗରେ ମୀରାବାଈଙ୍କୁ ସ୍ୱର୍ଣ୍ଣ ମିଳିଛି । ଚାନୁଙ୍କର ଏହା ବ୍ୟକ୍ତିଗତ ସର୍ବୋତ୍ତୋମ ପ୍ରଦର୍ଶନ । ପୂର୍ବରୁ ୫୬ କିଲୋଗ୍ରାମ ପୁରୁଷ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି ଗୁରୁରାଜ ପୂଜାରୀ । ଭାରତକୁ ଏହି କ୍ରମରେ ମିଳିଛି ୨ଟି ପଦକ । ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା …