Posts in tag

ମାଓବାଦୀଙ୍କ ସହିଦ ସପ୍ତାହ ପାଳନ: ବସ୍‌ ଜାଳିବା ପରେ ବିଜୁ ଗାଁ ଗାଡ଼ିରେ ମାରିଲେ ପୋଷ୍ଟର


ମାଓବାଦୀଙ୍କ ସହିଦ ସପ୍ତାହ ପାଳନ: ବସ୍‌ ଜାଳିବା ପରେ ବିଜୁ ଗାଁ ଗାଡ଼ିରେ ମାରିଲେ ପୋଷ୍ଟର

Read More

ସହିଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ, ଏହି ଅବସରରେ ସେମାନେ ଯେପରି ରାଜ୍ୟରେ ଅଧିକ ସକ୍ରିୟ ହୋଇପଡିଛନ୍ତି  । ସକାଳେ ମାଲକାନଗିରି ଜିଲ୍ଲା ମାଥିଲି ମୁଣ୍ଡାଗୁଡ଼ାରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇ ଯାତ୍ରୀ ବାହି ବସକୁ ଜାଳି ଦେଇଥିବା ବେଳେ ଏବେ ବିଜୁ ଗାଁ ଗାଡ଼ିରେ ମାଓ ପୋଷ୍ଟର ଲାଗିଥିବାର ଦେଖିବାକୁ ମିଳିଛି । ଭଇଁଷାଦାନୀରୁ ନୂଆପଡ଼ା ଯାଉଥିବା ବିଜୁ ଗାଁ ଗାଡ଼ିରେ ଏହି ବ୍ୟାନର୍‌ ଲାଗିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତକାଲି ରାତିରେ ୭ରୁ ୮ …