Posts in tag
ନିର୍ବାଚନ ତାରିଖ ଘୋଷଣା ପରେ ଯେପରି ଲାଲ ବାହିନୀ ଅଧିକ ସକ୍ରିୟ ହୋଇପଡିଛି ରାଜ୍ୟରେ। ରବିବାର ରାତିରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡ ଗାଁରେ ମାଓବାଦୀମାନେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିବା ସହ ରାସ୍ତା କାମରେ ନିୟୋଜିତ ଜେସିବି ଏବଂ ହାଇୱା ଜାଳିଦେଇଥିବା ବେଳେ ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସକୁଙ୍ଗିଆ ଛକର ୫୯ ଜାତୀୟ ରାଜପଥ କଡ଼ରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ବଂଶଧାରା ଘୁମୁସର …