Posts in tag

ଭୁବନେଶ୍ୱର ବିମାନ ବନ୍ଦରରୁ ୯.୮୩ ଲକ୍ଷ ଟଙ୍କାର ସୁନା ଜବତ


ଭୁବନେଶ୍ୱର ବିମାନ ବନ୍ଦରରୁ ୯.୮୩ ଲକ୍ଷ ଟଙ୍କାର ସୁନା ଜବତ

Read More

ଭୁବନେଶ୍ବର ବିମାନବନ୍ଦରରୁ ଆଜି ପୁଣି ସୁନା ଜବତ ହୋଇଛି । ୯.୮୩ ଲକ୍ଷ ଟଙ୍କାର ୨୮୩.୨୪୦ ଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ। ବ୍ୟାଙ୍କକରୁ କୋଲକାତା ନେଉଥିବା ସୁନା ଚାଲାଣକାରୀକୁ ଗିରଫ କରାଯାଇଛି । ବ୍ୟାଙ୍କକ୍‌ରୁ ଏୟାର ଏସିଆ ବିମାନରେ ଆସୁଥିଲା ସୁନା। ଅତି ଚାଳକର ସହକାରେ ଚାଲାଣକାରୀ ସୁନାକୁ ରିଙ୍ଗ ଭଳି କରି, ତାରି ଉପରେ ରୁପା କୋଟେଡ ଦେଇ ସେହି ଉକ୍ତ ରିଙ୍ଗକୁ ବୋତାମରେ ଗୁଡାଇ ଆଣୁଥିଲେ। କୌଣସି ସୂତ୍ରରୁ ଖବର ପାଇ …