Posts in tag

ଭାରତ ବିରୋଧରେ ପଦାର୍ପଣ ଟେଷ୍ଟ ମ୍ୟାଚ ଖେଳିବ ଆଫଗାନିସ୍ତାନ


ଭାରତ ବିରୋଧରେ ପଦାର୍ପଣ ଟେଷ୍ଟ ମ୍ୟାଚ ଖେଳିବ ଆଫଗାନିସ୍ତାନ

Read More

ନିକଟରେ ଟେଷ୍ଟ ମାନ୍ୟତା ପାଇଥିବା ଆଫଗାନିସ୍ତାନ ଦଳ ତାର ପଦାର୍ପଣ ମ୍ୟାଚ୍ ଭାରତ ବିରୋଧରେ ଖେଳିବ । ବିସିସିଆଇ ମୁଖ୍ୟ ରାହୁଲ ଜୋହରି ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଗତ ଜୁନ୍ ମାସରେ ଆଫଗାନିସ୍ତାନ ସହ ଆୟରଲାଣ୍ଡକୁ ଟେଷ୍ଟ ଦଳ ମାନ୍ୟତା ପ୍ରଦାନ କରିଥିଲା ଆଇସିସି । ୟୁଏଇରେ ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାର ପ୍ରସ୍ତାବ ରହିଥିଲା । ତେବେ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ପୂର୍ବ ପ୍ରସ୍ତୁତିକୁ ଲକ୍ଷ୍ୟ …