Posts in tag

ଭାରତ ଆକାଶରେ ଆଜି ଉଇଁବ ‘ସୁପର୍‌ ସ୍ନୋ ମୁନ୍‌’


ଆଜି ଉଇଁବ ‘ସୁପର୍‌ ସ୍ନୋ ମୁନ୍‌’

Read More

ଆଜି ରାତିରେ ଉଇଁବ ବଡ଼ ଓ ଉଜ୍ଜ୍ୱଳ ଦିଶୁଥିବା ‘ସୁପର୍‌ ସ୍ନୋ ମୁନ୍‌’ ଯାହା ଆସନ୍ତା ସାତ ବର୍ଷ ମଧ୍ୟରେ ଦେଖାଯିବ ନାହିଁ। ଜ୍ୟେତିର୍ବିଜ୍ଞାନ ଅନୁସାରେ, ଆଜି ଜହ୍ନ ପୃଥିବୀର ଅତି ନିକଟତର ହେବ। ଏହାପରେ ଡିସେମ୍ବର ୨୦୨୬ ପୂର୍ଣ୍ଣମୀରେ ଜହ୍ନ ପୃଥିବୀର ସେତିକି ନିକଟତର ହେବାକୁ ସକ୍ଷମ ହେବ । ଆଜି ରାତିର ଜହ୍ନ ସେପ୍ଟେମ୍ବର ମାସ ପୂର୍ଣ୍ଣମୀରେ ଉଁଥିବା ସବୁଠୁ ଛୋଟର ଜହ୍ନ ଠାରୁ ଗୋଲେଇରେ ରେ ୧୪% ବଡ଼ ଓ ୩୦% ତୋଫା …