Posts in tag

ବିନା ସୁଧରେ ଏସ୍ଏଚ୍ଜି ପାଇବେ ଋଣ


ବିନା ସୁଧରେ ଏସ୍ଏଚଜି ପାଇବେ ଋଣ

Read More

ଏଥର ୦% ସୁଧରେ ମହିଳା ସ୍ୱୟଂସାହାୟକ ଗୋଷ୍ଠୀ ପାଇାପାରିବେ ଋଣ । ଆଜି ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ତାଳବଣିଆ ଠାରେ ଆୟେଜିତ ରାଜ୍ୟସ୍ତରୀୟ ମିଶନ ଶକ୍ତି ମହାସମାବେଶରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଡ୍ ମନି ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ପ୍ରତ୍ୟେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ସହାୟତା ମିଳିବ । …