Posts in tag

ବିଧାୟକ ପଦ ଛାଡିଲେ ନବ


ବିଧାୟକ ପଦ ଛାଡିଲେ ନବ

Read More

ଆଜି ସେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି । କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ପରେ ବିଧାୟକ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବରିଷ୍ଠ ରାଜନେତା ନବ ଦାସ । କଂଗ୍ରେସ ଟିକଟ ପାଇ ଝାରସୁଗୁଡା ନିର୍ବାଚନ ଲଢିବା ସହ ବିଜୟୀ ହୋଇ ବିଧାୟକ ହୋଇଥିଲେ ନବ । ଗତ ୨୪ ତାରିଖରେ ସେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସମର୍ଥକଙ୍କ …