Posts in tag

ବିଦର୍ଭ


ପ୍ରଥମ ଥର ଇରାନୀ କପ ହାତେଇଲା ବିଦର୍ଭ

Read More

ନୂଆ ରଣଜୀ ଚାମ୍ପିୟନ ବିଦର୍ଭ

Read More

ନାଗପୁରସ୍ଥିତ ଭିସିଏ ଷ୍ଟାଡିୟମ୍ ରେ ଚାଲିଥିବା ଇରାନୀ କପରେ ଅବଶିଷ୍ଟ ଭାରତକୁ ପରାସ୍ତ କରି ପ୍ରଥମ ଥର ପାଇଁ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି ଚଳିତ ସିଜିନ୍ ରଣଜୀ ଚମ୍ପିଆନ୍ ବିଦର୍ଭ । ଭାରତୀୟ ଦଳର ପୂର୍ବତନ ଟେଷ୍ଟ ସଦସ୍ୟ ୱାସିମ୍ ଜାଫରଙ୍କ ୨୮୬, ଅପୂର୍ବ ୱାନଖାଡେଙ୍କ ଅପରାଜିତ ୧୫୭ ଏବଂ ଗଣେଶ ସତୀଶଙ୍କ ୧୨୦ ରନ୍ ବଳରେ ବିଶାଳ ୮୦୦ ରନ୍ ରେ ପ୍ରଥମ ଇଂନିସ ପରିସମାପ୍ତି ଘୋଷଣା କରିଥିଲା ବିଦର୍ଭ । ଏହାର ଜବାବରେ …

ଫୈଜ ଫୈଜଲଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ବଳରେ ପ୍ରଥମ ଥର ପାଇଁ ରଣଜୀ ଚାମ୍ପିୟନ ହୋଇଛି ବିଦର୍ଭ । ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ୭ ଥରର ରଣଜୀ ଚାମ୍ପିୟନ ଦିଲ୍ଲୀକୁ ଧୂଳି ଚଟାଇଛି ଏହି ଦଳ । ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ବିଦର୍ଭ । ଦଳର ଷ୍ଟ୍ରାଇକ୍ ବୋଲର ରଜନିଶ ଗୁର୍ବାନୀଙ୍କ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ ବଳରେ ୧୦୨ ଓଭରରେ ୨୯୫ ରନ୍ ରେ …