Posts in tag
ଆଜି ଓଡ଼ିଶା ଗସ୍ତରେ ଆସି ସୁନ୍ଦରଗଡ଼ ଓ ସୋନପୁରରେ ଆୟୋଜିତ ବିଜୟ ସଙ୍କଳ୍ପ ସଭାରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଗସ୍ତ ପୂର୍ବରୁ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଜଣାଇଥିଲେଯେ ଓଡ଼ିଶାର ସୁନ୍ଦରଗଡ଼ ଓ ସୋନପୁରରେ ଜନସଭାକୁ ସମ୍ବୋଧିତ କରିବି, ଓଡ଼ିଶାର ନିର୍ବାଚନୀ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ, ବିଜେପି ରେକର୍ଡ ସଂଖ୍ୟାରେ ଆସନ ସହ ବିଜୟ ଲାଭ କରିବ। ଓଡ଼ିଶାରେ ପହଞ୍ଚି ମଧ୍ୟ ଉଭୟ ବିଜେଡ଼ି ଓ କଂଗ୍ରେସ ଦଳକୁ କଟୁ …