Posts in tag

ବିଜେପିର ୪ ବରିଷ୍ଠ ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ


ବିଜେପିର ୪ ବରିଷ୍ଠ ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ

Read More

ଆଜି ବିଜେପିର ୪ ଜଣ ନେତାଙ୍କୁ ନୂଆ ଦାୟିତ୍ୱ ମିଳିଛି । ଏହି ଆଧାରରେ ସୁଶାନ୍ତ ମିଶ୍ରଙ୍କୁ ରାଜ୍ୟ ସଂପାଦକ, ଉରକୁଳ ତାଣ୍ଡିଙ୍କୁ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପ-ସଭାପତି, ତିଳୋତ୍ତମା ନାୟକଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚାର ଉପ-ସଭାନେତ୍ରୀ ଓ ଶିଶିର ମିଶ୍ରଙ୍କୁ ହିଂଜିଳି ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବେ ଦାୟିତ୍ୱ ମିଳଛି। ବଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ଦାୟିତ୍ୱ ବଣ୍ଟନ କରିଥିବାର ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।