Posts in tag
ଆଜି ନବୀନ ନିବାସରେ ଆନୁଷ୍ଠାନିକ ଭାବେ ଦଳର ସଭାପତିଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନୀତାଙ୍କୁ ସ୍ୱାଗତ କରିଛନ୍ତି । ସୁନୀତା ସୁନ୍ଦରଗଡ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଥିବା ବେଳେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ପରେ ଏହା ଝାରସୁଗୁଡା ଓ ସୁନ୍ଦରଗଡ କଂଗ୍ରେସ ପାଇଁ ବଡ ଝଟକା । ଆଗାମୀ ନିର୍ବାଚନ ପାଇଁ ସେ କଂଗ୍ରେସ ଟିକଟ …