Posts in tag

‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଆରମ୍ଭ


‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଆରମ୍ଭ

Read More

ନୂଆଦିଲ୍ଲୀରୁ ଉତ୍ତରପ୍ରଦେଶର ବାରାଣସୀ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ର ଚଳାଚଳ ଆଜିଠୁ ଆରମ୍ଭ ହୋଇଛି। ୩୦ ବର୍ଷର ପୁରୁଣା ଶତାବ୍ଦୀ ଏକ୍ସପ୍ରେସ୍‌ ବଦଳରେ ଏହି ଦ୍ରୁତଗାମୀ ଏକ୍ସପ୍ରେସ୍‌ ଚଳାଚଳ କରିବ। ନୂଆଦିଲ୍ଲୀ ଷ୍ଟେସନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଛି ।ସଂପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ଟ୍ରେନ୍‌ ପାଖାପାଖି ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଗତି କରିବ । ପ୍ରଥମେ ଏହି ଟ୍ରେନ୍‌ର ନାଁ ‘ଟ୍ରେନ୍ ୧୮’ …