Posts in tag

ଫିଲ୍ମ


‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨’ରେ ମିସ୍ ୱାର୍ଲ୍ଡ ମାନୁଷୀ!

Read More

ଜଣା ପଡ଼ିଲା ନୀଳମାଧବ ପଣ୍ଡାଙ୍କ ଫିଲ୍ମ ‘କଡ଼ୱି ହୱା’ର କାହାଣୀ; ଯାହା ପାଇବ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

Read More

ବଲିଉଡରେ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର । ୨୦୧୭ର ମିସ୍ ୱାର୍ଲ୍ଡ ମୁକୁଟ ଜିତିଥିବା ମାନୁଷୀଙ୍କୁ ବଲିଉଡର ନିର୍ମାତା ନିର୍ଦ୍ଦେଶକ କରନ୍ ଜୋହର ତାଙ୍କ ଆଗାମୀ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨’ରେ ସୁଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ସେଥିରେ ଅଭିନେତା ଟାଇଗର୍ ଶ୍ରଫଙ୍କ ହିରୋଇନ୍ ଭୂମିକାରେ ନଜର ଆସିବେ ମାନୁଷୀ । ସୂଚନା ଅନୁସାରେ, କେବଳ ମାନୁଷୀ ନୁହଁନ୍ତି, ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍-୨’ରେ ଦୁଇଜଣ ନବାଗତାଙ୍କୁ …

ଅନ୍ତର୍ଜାତୀୟ ସ୍ତରରେ ବହୁ ପୁରସ୍କାର ଓ ପ୍ରଶଂସା ସାଉଁଟି ଥିବା ‘ଆଇ ଆମ୍ କାଲାମ୍’ ଭଳି ଚଳଚ୍ଚିତ୍ରର ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ପୁଣି ଚର୍ଚ୍ଚାରେ । ଜାତୀୟ ଚଳଚ୍ଚିତ୍ର ପୁରସ୍କାର-2016 ଘୋଷଣା ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାର ନୀଳମାଧବଙ୍କ ପାଇଁ ଗର୍ବିତ ହୋଇଛି ଓଡ଼ିଶା ମାଟି । ତାଙ୍କ ଆଗାମୀ ଫିଲ୍ମ ‘କଡ଼ୱି ହୱା’ ଫିଚର ଫିଲ୍ମ ବିଭାଗରେ ସ୍ପେଶାଲ ମେନସନ୍ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଏହାର ଅନ୍ୟତମ ପ୍ରଯୋଜକ ଦାୟିତ୍ୱରେ ଅଛନ୍ତି ସଫଳ ଓଡ଼ିଆ ଫିଲ୍ମ …