Posts in tag

ପଞ୍ଚଲିଙ୍ଗେଶ୍ୱର


ଓଡ଼ିଶାର ଅନ୍ୟତମ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର

Read More

ଓଡ଼ିଶାର ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ନୀଳଗିରିସ୍ଥିତ ପଞ୍ଚଲିଙ୍ଗେଶ୍ୱର ପୀଠ ଅନ୍ୟତମ । ସେହିଭଳି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ସ୍ଥାନଟି ମଧ୍ୟ ବେଶ ପରିଚିତ । ସୁନ୍ଦର ବନରାଜି ମଧ୍ୟରେ ବହିଯାଉଥିବା ଝରଣା ଜଳରେ ସ୍ଥାପିତ ହୋଇଛନ୍ତି ପ୍ରଭୁ ପଞ୍ଚଲିଙ୍ଗେଶ୍ୱର । ଯଦି ଆପଣ ଛୁଟିରେ କୁଆଡ଼େ ବୁଲିଯିବା ପାଇଁ ଭାବୁଛନ୍ତି ତେବେ ପଞ୍ଚଲିଙ୍ଗେଶ୍ୱର ଯାଆନ୍ତୁ । ଏହାସହ ଶ୍ରାବଣ ସୋମବାରରେ ଏଠାରେ ଭିଡ ଅଧିକ ରହିଥାଏ । ସେଠାରେ କଣ ଦେଖିବେ ଆମେ ଜଣାଉଛୁ… …