Posts in tag

ଦୃଷ୍ଟିଶକ୍ତିବର୍ଦ୍ଧକ ପାଳଙ୍ଗ ଶାଗ


ସଂପ୍ରତି ବ୍ୟସ୍ତବହୁଳ ଜୀବନଚର୍ଯ୍ୟା, ଅନିୟମିତ ଖାଦ୍ୟ ଗ୍ରହଣ, ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଜାଗର, ମୋବାଇଲ, କମ୍ପ୍ୟୁଟର ଗେମ୍ସ ଏବଂ ଟିଭି ଦେଖିବାରେ ଅଧିକାଂଶ ସମୟ ଅତିବାହିତ କରୁଥିବା ଯୁବପିଢି ରୋଗାକ୍ରାନ୍ତ ଓ ଲକ୍ଷ୍ୟଭ୍ରଷ୍ଟ । ଚିକିତ୍ସା ବିଜ୍ଞାନରେ ଅଗ୍ରଗତି ଫଳରେ ଲୋକଙ୍କର ଆୟୁଷ ବୃଦ୍ଧି ପାଇଥିଲେ ମଧ୍ୟ ଦାୟିତ୍ୱହୀନତା ଓ ଆମୋଦପ୍ରମୋଦ ପ୍ରତି ଆକର୍ଷଣ ଯୋଗୁଁ ଯୁବଗୋଷ୍ଠୀର ଦକ୍ଷତା ହ୍ରାସ ଓ ସ୍ଥଳବିଶେଷରେ ଅକ୍ଷମତା ପରିଲକ୍ଷିତ ହେଉଛି । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଦୈନନ୍ଦିନ ଖାଦ୍ୟ ତାଲିକାରେ …