Posts in tag

ଡିଜିପି ଦାୟିତ୍ୱ ନେଲେ ବିକେ ଶର୍ମା


ଡିଜିପି ଦାୟିତ୍ୱରେ ବିକେ ଶର୍ମା

Read More

ଇସିଆଇଙ୍କ ଅନୁମତି ପରେ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ପୁଲିସ୍ ମହାନିର୍ଦ୍ଦେଶ (ଡିଜିପି) ଦାୟିତ୍ୱ ଦିଆଯାଇଛି। ପତ୍ନୀଙ୍କ ପରଲୋକ ଯୋଗୁ ଡିଜିପି ଆର୍‌.ପି ଶର୍ମା ଛୁଟିରେ ଯାଇଥିବାରୁ ବିଜୟଙ୍କୁ ଏହି ଦାୟିତ୍ୱ ମିଳିଛି । ଡିଜିପି ଦାୟିତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ଡିଜି ପାହ୍ୟାର ଅଫିସରଙ୍କ ନାଁ ନିର୍ବାଚନ କମିଶନ୍‌ଙ୍କ ନିକଟକୁ ପଠାଯାଇଥିଲା। ସେଥିମଧ୍ୟରୁ ବି.କେ ଶର୍ମାଙ୍କୁ ଡିଜିପି ଦାୟିତ୍ୱ ପ୍ରଦାନ କରିବାକୁ ନିର୍ବାଚନ କମିଶନ ସହମତି ପ୍ରଦାନ କରିଥିଲେ। …