Posts in tag
ଚୁଚୁକ

ସ୍ତନ୍ୟପାନ କରାଉଥିଲେ ଜାଣିରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା
ମା’ ଓ ଶିଶୁର ସମ୍ପର୍କ ସବୁଠାରୁ ନିଆରା । ଶିଶୁଟି ଜନ୍ମ ହୁଏ ଓ ମା’ କୋଳରେ ବଢ଼େ । ନବଜାତ ଶିଶୁର ପ୍ରଥମ ଆହାର ଥାଏ ମା’ କ୍ଷୀର । ସେଥିରୁ ହିଁ ଶିଶୁକୁ ଶକ୍ତି ମିଳେ ଓ ସେ ସୁସ୍ଥ ସବଳ ରୁହେ । ତେବେ ଶିଶୁଟିକୁ ମା’ କ୍ଷୀର ଦେବାବେଳେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଧ୍ୟାନ ଦେବାକୁ ପଡ଼େ । ଯାହାକୁ ଅବହେଳା କଲେ ଶିଶୁ ଓ ମା’ ଉପରେ ଏହାର …