Posts in tag
ଚାଷୀମାନେ ଅମଳ କରୁଥିବା ପନିପରିବାକୁ ଗାଡ଼ିରେ ନେଇ ବଜାର ଯିବାରେ କୌଣସି ବାଧା ନାହିଁ ବୋଲି ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସ୍ପଷ୍ଟ କରଦିଆଯାଇଛି। ଚଳିତ ରବି ଋତୁରେ ବିଭିନ୍ନ ପନିପରିବା ଅମଳ କରୁଥିବା ଚାଷୀମାନେ ସେସବୁର ବିକ୍ରି ପାଇଁ ବଜାର ଯିବାକୁ ନିକଟସ୍ଥ ଗ୍ରାମ କୃଷି କିମ୍ବା ଉଦ୍ୟାନ କୃଷି କର୍ମଚାରୀଙ୍କ ସହ ଯୋଗାଯୋଗ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।