Posts in tag

ଗାଈଙ୍କୁ ରୋଗ


ସାହାଣା ରୋଗକୁ କେହି କେହି ଗଳାଫୁଲା ବା ତଣ୍ଟି ଫୁଲା ରୋଗ କହିଥାନ୍ତି। ଏହା ପାଶ୍ଚୁରେଲା ମାଲ୍ଟୋସିଡା ନାମକ ଏକ ଜୀବାଣୁ ଯୋଗୁଁ ସୃଷ୍ଟି ହୋଇଥାଏ। ପ୍ରାୟ ସମସ୍ତ ପ୍ରାପ୍ତ ବୟସ୍କ ଗୋରୁଙ୍କ ଠାରେ ଏହି ରୋଗ ଦେଖାଯାଏ। ଏହି ରୋଗର ନିୟନ୍ତ୍ରଣ ଏବଂ ପ୍ରତିକାର ବିଷୟରେ ଜାଣିଲେ ଚାଷୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ରୋଗ ସୃଷ୍ଟି ହେବାର ପ୍ରଧାନ କାରଣ ୧-ଗୋରୁଙ୍କୁ ଅତ୍ୟଧିକ ପରିଶ୍ରମ କରାଇବା, ୨- ପରିବହନ ଯୋଗୁଁ …

ଗୋପାଳନ କରୁଥିବା ଚାଷୀମାନେ ଗୋରୁଙ୍କର ବିଭିନ୍ନ ରୋଗ ବିଷୟରେ ସଚେତନ ହେବା ନିହାତି ଆବଶ୍ୟକ। ସଚେତନ ଚାଷୀ ଉଚିତ ସମୟରେ ରୋଗର ଚିକିତ୍ସା କରି ଗୃହପାଳିତ ପଶୁଙ୍କ ଜୀବନ ରକ୍ଷା କରିପାରିବେ। ସାଧାରଣତଃ ସୁସ୍ଥ ସବଳ ବାଛୁରୀମାନଙ୍କଠାରେ ବଜବଜିଆ ରୋଗ ଦେଖାଯାଇଥାଏ। ଏହି ରୋଗ କ୍ଲଷ୍ଟରୀଡିୟମ ଚଉଭାଇ ଓ କ୍ଲଷ୍ଟରୀଡିୟମ ସେପ୍ଟିକମ୍ ନାମକ ଜୀବାଣୁ ଯୋଗୁଁ ହୋଇଥାଏ। ବାଛୁରୀଙ୍କୁ ଏହି ରୋଗ ହେବାର କାରଣଗୁଡ଼ିକ ହେଉଛି :- ୧- ବର୍ଷା ଆରମ୍ଭରେ ଜଳବାୟୁର ଆର୍ଦ୍ରତା ଏବଂ ଉତ୍ତାପ …