Posts in tag
ଦିନ ଦ୍ୱିପହରରେ ହାଣିଦେଲେ ଯୁବକଙ୍କୁ। ଏହି ଭଳି ଅଭାବନୀୟ କାଣ୍ଡ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗୋପାଳପୁର ନୂଆସାହିରେ ଦେଖିବାକୁ ମିଳିଛି । ଗାଁ ଦାଣ୍ଡରେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ହାଣିବା ପରେ ହତ୍ୟାକାରୀ ଫେରାର ହୋଇଯାଇଛନ୍ତି । ମୃତକ ଚିନ୍ମୟ ସାହୁ, ତାଙ୍କ ଗାଡି ଓ ହତ୍ୟାରେ ବ୍ୟବହୃତ ଧାରୁଆ ଅସ୍ତ୍ର ଗାଁ ଦାଣ୍ଡରେ ପଡିରହିଥିଲା । ଏହି ଖବର …