Posts in tag

କ୍ରିକେଟର ୫ଟି କଷ୍ଟସାଧ୍ୟ କଳାକୌଶଳ


ରିଭର୍ସ ସୁଇଙ୍ଗ- ସତୁରୀ ଦଶକରେ ପାକିସ୍ତାନ ଦଳର ପ୍ରମୁଖ ବୋଲର ଥିଲେ ସର୍ଫରାଜ ନୱାଜ । ବିଶ୍ୱ କ୍ରିକେଟରେ ନୱାଜଙ୍କୁ ରିଭର୍ସ ସୁଇଙ୍ଗର ଜନକ ଭାବେ ବିବେଚନା କରାଯାଏ । ପ୍ରତିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ପ୍ରତିହତ କରିବା ପାଇଁ ତାଙ୍କର ମୁଖ୍ୟ ଅସ୍ତ୍ର ଥିଲା ରିର୍ଭସ ସୁଇଙ୍ଗ । ସର୍ଫରାଜ୍ କ୍ରିକେଟରୁ ଅବସର ଘୋଷଣା କରିବା ପରେ ୧୯୯୨ ବିଶ୍ୱକପ୍ ବିଜୟୀ ଦଳର ଅଧିନାୟକ ଇମ୍ରାନ ଖାନ୍ ରିର୍ଭସ ସୁଇଙ୍ଗ ଜରିଆରେ ବିପକ୍ଷ ଶିବିରରେ ଆତଙ୍କ ସୃଷ୍ଟି …