Posts in tag

କୃଷି ଓଡ଼ିଶା-୨୦୨୦: ୩ୟ ଦିନରେ ବ୍ୟାଙ୍କ ଅଧିକାରୀ ଓ ଚାଷୀଙ୍କୁ ନେଇ ଆଲୋଚନା ଚକ୍ର


କୃଷି ଓଡ଼ିଶା-୨୦୨୦: ୩ୟ ଦିନରେ ବ୍ୟାଙ୍କ ଅଧିକାରୀ ଓ ଚାଷୀଙ୍କୁ ନେଇ ଆଲୋଚନା ଚକ୍ର

Read More

କୃଷି ଓଡ଼ିଶା-୨୦୨୦ କାର୍ଯ୍ୟକ୍ରମର ଆଜି ୩ୟ ଦିବସରେ କେନ୍ଦ୍ରାପଡ଼ା, ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା,ମୟୁରଭଞ୍ଜ ଓ ବରଗଡ଼ରୁ ପ୍ରାୟ ୨୦୦୦ ଚାଷୀ ଯୋଗଦେଇଥିଲେ । ତନ୍ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୫୦, ରାୟଗଡ଼ାରୁ ୨୦୦, କୋରାପୁଟରୁ ୨୦୦, ଖୋର୍ଦ୍ଧାରୁ ୭୦୦, ମୟୁରଭଞ୍ଜରୁ ୪୦୦ ଏବଂ ବରଗଡ଼ ଜିଲ୍ଲାରୁ ୨୫୦ ଚାଷୀ ସାମିଲ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ‘କୃଷି ଓଡ଼ିଶା’ର ୩ୟ ଦିନକୁ ‘ପଞ୍ଚାୟତିରାଜ ଜନ ପ୍ରତିନିଧି ଦିବସ’ ଭାବେ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ବିଭାଗୀୟ …