Posts in tag

କୃଷି ଓଡ଼ିଶା-୨୦୨୦: ଦ୍ୱିତୀୟ ଦିନରେ ୬ଟି ଜିଲ୍ଲାର ୨୦୦୦ ରୁ ଅଧିକ ଚାଷୀ ସାମିଲ


କୃଷି ଓଡ଼ିଶା-୨୦୨୦: ଦ୍ୱିତୀୟ ଦିନରେ ୬ଟି ଜିଲ୍ଲାର ୨୦୦୦ ରୁ ଅଧିକ ଚାଷୀ ସାମିଲ

Read More

କୃଷି ଓଡ଼ିଶା-୨୦୨୦ କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିନରେ ନବରଙ୍ଗପୁର,ମାଲକାନଗିରି,କଟକ,ଢେଙ୍କାନାଳ,ଭଦ୍ରକ ଓ ଯାଜପୁର ଜିଲ୍ଲାରୁ ୨୦୦୦ ଚାଷୀ ଯୋଗଦେଇଛନ୍ତି । ତନ୍ମଧ୍ୟରୁ ସାଧାରଣ କୃଷି କ୍ଷେତ୍ରରୁ ୫୯୦, ଉଦ୍ୟାନ କୃଷିରୁ ୩୮୫,ପଶୁପାଳନ କ୍ଷେତ୍ରରୁ ୩୮୫,ମାଛ ଚାଷୀ ୩୫୦ ଏବଂ ଜଳଛାୟା କ୍ଷେତ୍ରରୁ ୨୯୦ ଜଣ ଚାଷୀ ସାମିଲ ହୋଇଥିବାର ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ଏହି ଚାଷୀମାନେ ଆୟୋଜିତ କର୍ମଶାଳାରେ ସାମିଲ ହେବାସହ  ଏଠାରେ ପ୍ରର୍ଦଶୀତ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ବୁଲି ଦେଖିଥିଲେ ଓ  ସେବିଷୟରେ ଜାଣିବାର ସୁଯୋଗ …