Posts in tag

କୁଳଭୂଷଣ ଯାଦବ ମାମଲାର ଶୁଣାଣି ଆଜିଠାରୁ


କୁଳଭୂଷଣ ଯାଦବ ମାମଲାର ଶୁଣାଣି ଆଜିଠାରୁ

Read More

ଆଜିଠାରୁ ଇଣ୍ଟର୍‌ନେସ୍‌ନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ (ଆଇସିଜେ) ଆରମ୍ଭ ହେବ କୁଳଭୂଷଣ ଯାଦବ ମାମଲାର ୪ ଦିନିଆ ଶୁଣାଣି । ଆଜି ଉଭୟ ଭାରତ ଓ ପାକିସ୍ତାନ ନିଜ ନିଜ ପକ୍ଷ ରଖିବେ ବୋଲି ସୂଚନା ମିଳିଛି । ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ଯାଦବଙ୍କୁ ପାକିସ୍ତାନୀ ସାମରିକ ଅଦାଲତ ଏପ୍ରିଲ୍‌ ୨୦୧୭ରେ ଗୁପ୍ତଚର ଓ ଆତଙ୍କବାଦ ଅଭିଯୋଗରେ ମୃତ୍ୟୁଦଣ୍ଡାଦେଶ ଦେଇଥିଲା। ତେବେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ଭାରତ ଏହାକୁ ବିରୋଧ କରିଥିଲା । …