Posts in tag

କାଲି ମିଳିବ ‘କାଳିଆ’ ଯୋଜନାର ପ୍ରଥମ ପର୍ଯ୍ୟାୟ ଟଙ୍କା


କାଲି ମିଳିବ ‘କାଳିଆ’ ଯୋଜନାର ପ୍ରଥମ ପର୍ଯ୍ୟାୟ ଟଙ୍କା

Read More

‘କାଳିଆ’ ଯୋଜନାକୁ ନେଇ ହାଇକୋର୍ଟରେ ମାମଲା, ମୁଖ୍ୟ ଶାସନ ସଚିବଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି। ବିପର୍ଯ୍ୟୟ ପାଣ୍ଠିର ବିନିଯୋଗ ନେଇ ପ୍ରଶ୍ନ ଉଠାଇଲେ ଆବେଦନକାରୀ। ଅନ୍ୟ ପକ୍ଷରେ କାଲି ‘କାଳିଆ’ ଯୋଜନାରେ ପ୍ରଥମ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ । ୧୨ ଲକ୍ଷ ୪୫ ହଜାର ୪୯୦ ହିତାଧିକାରୀ ଟଙ୍କା ପାଇବେ, ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିଲେ ୨୧ ଲକ୍ଷ ହିତାଧିକାରୀ। ବଳକା ହିତାଧିକାରୀ ସମ୍ପୂର୍ଣ୍ଣ ତଥ୍ୟ ଦେଇ ନଥିବାରୁ ଟଙ୍କା ମିଳିବନି ବୋଲି …