Posts in tag

କର୍କଟ ଚିକିତ୍ସା ସାରି ଆମେରିକାରୁ ମୁମ୍ବାଇ ଫେରିଲେ ସୋନାଲୀ


କର୍କଟ ରୋଗରେ ପିଡ଼ିତ ହୋଇ ଗତ ଜୁଲାଇମାସରୁ ଆମେରିକାରେ ଚିକିତ୍ସିତ ହେଉଥିବା ସୋନାଲୀ ବେନ୍ଦ୍ରେ ଭାରତ ଫେରିଛନ୍ତି । ଆଜି ସକାଳୁ ସକାଳୁ ସ୍ୱାମି ଗୋଲ୍ଡି ବେହଲଙ୍କ ସହ ମୁମ୍ବାଇ ଏୟାରପୋର୍ଟରେ ଓହ୍ଲାଇଥିବା ବେଳେ ତାଙ୍କୁ ଦେଖି ପ୍ରସଂଶକ ମାନେ ଭାବପ୍ରବଣ ହୋଇଯାଇଥିଲେ । କର୍କଟ ରୋଗର ଚିକିତ୍ସା ପାଇଁ ତାଙ୍କୁ ଅନେକ କେମୋଥେରାପି ନେବା ସହ ଲଣ୍ଡା ହେବାକୁ ପଡ଼ିଥିଲା । ଏହି ସମ୍ବନ୍ଧରେ ସେ ବହୁ ଆଗରୁ ନିଜ ସୋସିଆଲ ମିଡ଼ିଆ ପୋଷ୍ଟ ଦ୍ୱାରା …