Posts in tag

କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା


କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା

Read More

କାର୍ଯ୍ୟରତ ସାମ୍ବାଦିକମାନଙ୍କର ଯଦି କରୋନା ଆକ୍ରାନ୍ତରେ ମୃତ୍ୟୁ ହୁଏ ତେବେ ସେମାନଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କାର ସହୟତା ଦିଆଯିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। କରୋନା ଭୂତାଣୁ ସମ୍ପର୍କରେ ସାମ୍ବାଦିକମାନେ ଲୋକମାନଙ୍କୁ ସଚେତନ କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସେମାନଙ୍କ ଦାୟିତ୍ଵ ନିଷ୍ଠାର ସହିତ ନିର୍ବାହ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।