Posts in tag

ଓଡ଼ିଆ ଯୁବ ଓକିଲ ଧନଞ୍ଜୟ ମିଶ୍ର ଟପ୍ପର


ସୁପ୍ରିମକୋର୍ଟ ଆଡଭୋକେଟ ଅନ୍ ରେକର୍ଡ ପରୀକ୍ଷାରେ ଓଡ଼ିଆ ଯୁବ ଓକିଲ ଟପ୍ପର

Read More

ଓଡିଶାର ଉଦୀୟମାନ ଯୁବ ଓକିଲ ଧନଞ୍ଜୟ ମିଶ୍ର ସୁପ୍ରିମକୋର୍ଟ ଆଡଭୋକେଟ ଅନ୍ ରେକର୍ଡ(ଏଓଆର) ପରୀକ୍ଷାରେ ଫାଷ୍ଟ ରାଙ୍କ ହାସଲ କରିଛନ୍ତି । ଗତ ଜୁନ୍ ମାସରେ ଅନୁଷ୍ଠିତ ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ଶ୍ରୀ ମିଶ୍ର । ପୁନେର ସୁମିର ସୋଧି ଦ୍ୱିତୀୟ ରାଙ୍କରେ ଅଛନ୍ତି । ୭୦୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୫ ଜଣ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ନାଲସର ୟୁନିଭରସିଟି ଅଫ୍ ଲରୁ ୨୦୧୦ରେ ଏଲ୍ ଏଲ୍ ବି ସରିଲା ପରେ …