Posts in tag
ଓଡିଶାର ଉଦୀୟମାନ ଯୁବ ଓକିଲ ଧନଞ୍ଜୟ ମିଶ୍ର ସୁପ୍ରିମକୋର୍ଟ ଆଡଭୋକେଟ ଅନ୍ ରେକର୍ଡ(ଏଓଆର) ପରୀକ୍ଷାରେ ଫାଷ୍ଟ ରାଙ୍କ ହାସଲ କରିଛନ୍ତି । ଗତ ଜୁନ୍ ମାସରେ ଅନୁଷ୍ଠିତ ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ଶ୍ରୀ ମିଶ୍ର । ପୁନେର ସୁମିର ସୋଧି ଦ୍ୱିତୀୟ ରାଙ୍କରେ ଅଛନ୍ତି । ୭୦୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୫ ଜଣ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ନାଲସର ୟୁନିଭରସିଟି ଅଫ୍ ଲରୁ ୨୦୧୦ରେ ଏଲ୍ ଏଲ୍ ବି ସରିଲା ପରେ …