Posts in tag

ଏଣିକି ସାକ୍ଷାତକାର ମାଧ୍ୟମରେ ଶିକ୍ଷକ ନିଯୁକ୍ତି


ପୂର୍ବରୁ ମାର୍କ ଅନୁସାରେ ଶିକ୍ଷକ ନିଯୁକ୍ତି ଦିଆଯାଉଥିଲା । ଫଳରେ କେତେକ ଯୋଗ୍ୟ ପିଲା ମଧ୍ୟ ଭଲ ମାର୍କ ନଥିବାରୁ ଶିକ୍ଷକ ହେବାରୁ ବଞ୍ଚିତ ହେଉଥିଲେ । ସାକ୍ଷାତକାର ପରୀକ୍ଷା ମାଧ୍ୟମରେ ଏବେ ଶିକ୍ଷକ ନିଯୁକ୍ତି ଦିଆଯିବା ନେଇ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି । ଚଳିତ ଶିକ୍ଷା ବର୍ଷରୁ ଅନଲାଇନ୍ ରେ ଶିକ୍ଷକ ବଦଳି ହେବ । ୧୦୦ ମିଟର ପରିସର ମଧ୍ୟରେ ଥିବା ଅନ୍ୟ ସ୍କୁଲ ଗୁଡିକ ପରସ୍ପର ସହ ମିଶିଯିବେ । …