Posts in tag

ଆହୁରି ୨ ଦିନ ରହିବ ତାତି


ଖରାରେ ସିଝୁଛି ସାରା ଓଡ଼ିଶା, ଆହୁରି ୨ ଦିନ ରହିବ ତାତି

Read More

ଖରାରେ ସିଝୁଛି ସାରା ରାଜ୍ୟ । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଗତକାଲି ରାଜଧାନୀରେ ତାପମାତ୍ରା୪୩ ଡିଗ୍ରୀ ଟପିଥିବା ବେଳେ ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଟାଣ ଖରାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଜି ଦିନ ସାଢ଼େ ୧୧ଟା ସୁଧା ଭୁବନେଶ୍ବର ତାପମାତ୍ରା ୩୮ ଡିଗ୍ରୀ, ସମ୍ବଲପୁର ୩୫.୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆଗାମୀ ୨ ଦିନ ପର୍ଯ୍ୟନ୍ତ …