Posts in tag

ଆସନ୍ତା ମାସ ୮ଓ ୯ରେ ଅନୁଷ୍ଠିତ ହେବ ଓଜେଇଇ ସିବିଟି


ଆସନ୍ତା ମାସ ୮ଓ ୯ରେ ଅନୁଷ୍ଠିତ ହେବ ଓଜେଇଇ ସିବିଟି

Read More

ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ‌ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମରେ ନାମଲେଖା ଲାଗି ଓଜେଇଇ ପକ୍ଷରୁ ଆୟୋଜିତ ହେଉଥିବା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ଆସନ୍ତା ଜୁନ୍‌ ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ‘www.ojee.nic.in’ ୱେବସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। ମେ’ ୨୭ ତାରିଖଠାରୁ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ଏମ୍‌ସିଏ, ‌ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା, ଏମ୍‌ ଟେକ୍‌ ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମ ପାଇଁ ଜୁନ୍‌ …