Posts in tag
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନେକ ଅବ୍ୟବସ୍ଥା ଦେଖାଯିବା ସହ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରଲ,ଓଏମ୍ଆର୍ ସିଟ୍ ଚୋରି, ବ୍ୟପାକ କପି ହେବାର ନଜରକୁ ଆସିଥିଲା। ହେଲେ ଆସନ୍ତା ବର୍ଷ ଅର୍ଥାତ ୨୦୨୦ରେ ଯେପରି ଏହିଭଳି ବିଶୃଙ୍ଖଳା ସୃଷ୍ଟି ନହୁଏ ସେଥିପାଇଁ ନୂଆ ଢାଞ୍ଚାରେ ମାଟ୍ରିକ୍ ପରୀକ୍ଷା ହେବ । ଓଏମ୍ଆର୍ ସିଟ୍ ତଥା ମଲ୍ଟିପୁଲ ଚଏସ୍ ପ୍ରଶ୍ନୋତ୍ତର ବ୍ୟବସ୍ଥା ବଦଳରେ ପ୍ରଶ୍ନପତ୍ରରେ ୫୦ ମାର୍କର ଅବ୍ଜେକ୍ଟିଭ୍ ଓ ୫୦ ମାର୍କ ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ । …